Welcome to ODIA MASTI CLUB. Career, Entertainment, Jokes, Fun, Knowledge, Jobs, SMS, Wallpaper and many more.. everything just under one CLICK..

ଜ୍ଞାନ, ଧନ ଆଉ ବିଶ୍ୱାସ


ଜ୍ଞାନ, ଧନ ଆଉ ବିଶ୍ୱାସ ତିନି ବନ୍ଧୁ ଥିଲେ
ଥରେ ସେମାନଙ୍କୁ ଅଲଗା ହେବାକୁ ପଡିଲା
ସେମାନେ ନିଜ ନିଜ ମଧ୍ୟରେ ପ୍ରଶ୍ନ କଲେ କିଏ କେଉଁଠି ମିଳିବ
ଜ୍ଞାନ କହିଲା “ମୁଁ ବିଦ୍ୟାଳୟରେ ମିଳିବି” 
 ଧନ କହିଲା “ ମୁଁ ଧନୀଲୋକଙ୍କ ପାଖେ ମିଳିବି”
ବିଶ୍ୱାସ ଶେଷରେ କାନ୍ଦି କାନ୍ଦି କହିଲା “ମୁଁ ଥରେ ଗଲେ ଆଉ କେବେ ମିଳିବି ନାହିଁ


ଜ୍ଞାନ, ଧନ ଆଉ ବିଶ୍ୱାସ ତିନି ବନ୍ଧୁ ଥିଲେ
ଥରେ ସେମାନଙ୍କୁ ଅଲଗା ହେବାକୁ ପଡିଲା
ସେମାନେ ନିଜ ନିଜ ମଧ୍ୟରେ ପ୍ରଶ୍ନ କଲେ କିଏ କେଉଁଠି ମିଳିବ
ଜ୍ଞାନ କହିଲା “ମୁଁ ବିଦ୍ୟାଳୟରେ ମିଳିବି” 
 ଧନ କହିଲା “ ମୁଁ ଧନୀଲୋକଙ୍କ ପାଖେ ମିଳିବି”
ବିଶ୍ୱାସ ଶେଷରେ କାନ୍ଦି କାନ୍ଦି କହିଲା “ମୁଁ ଥରେ ଗଲେ ଆଉ କେବେ ମିଳିବି ନାହିଁ

Related Posts:

  • ଜ୍ଞାନ, ଧନ ଆଉ ବିଶ୍ୱାସ ଜ୍ଞାନ, ଧନ ଆଉ ବିଶ୍ୱାସ ତିନି ବନ୍ଧୁ ଥିଲେ ଥରେ ସେମାନଙ୍କୁ ଅଲଗା ହେବାକୁ ପଡିଲା ସେମାନେ ନିଜ ନିଜ ମଧ୍ୟରେ ପ୍ରଶ୍ନ କଲେ କିଏ କେଉଁଠି ମିଳିବ ଜ୍ଞାନ କହିଲା “ମୁଁ ବିଦ୍ୟାଳ… Read More



Popular Posts

Total Pageviews

6658

Enter your email address:

Delivered by FeedBurner